This browser does not support the video element.
ଲାଞ୍ଜିଗଡ: ବିଶ୍ଵନାଥ ପୁର ସ୍ଥିତ ଶିବ ମନ୍ଦିରେ ଲାଞ୍ଜିଗଡ ବିଜେପିର ବୈଠକ ଅନୁଷ୍ଠିତ।
Lanjigarh, Kalahandi | Aug 30, 2025
ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ଙ୍କ ସଭାପତିତ୍ବରେ ଆଜି ଶନିବାର ଅପରାହ୍ନ ତିନିଟା ଘଣ୍ଟା ସମୟରେ ଲାଞ୍ଜିଗଡ ବିଜେପିର କର୍ମଚାରୀ ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ନିର୍ବାଚନ ର ଉପରେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ବିଶ୍ଵନାଥପୁର ମଣ୍ଡଳ ସାଧାରଣ ସଂପାଦକ ଗୌତମ ନାଗ ପରିଚାଳନା କରିଥିବା ବେଳେ,ଳ ସମସ୍ତ କର୍ମକର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ।