This browser does not support the video element.
ନୂଆପଡା: ଲଖନାରେ କେନ୍ଦୁପତ୍ର ରେଞ୍ଜର ସମସ୍ତ ଋତୁକାଳୀନ କର୍ମଚାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ
Nuapada, Nuapada | Sep 22, 2025
ଆଜି ନୂଆପଡ଼ା ଜିଲ୍ଲା ଲଖନା କେନ୍ଦୁପତ୍ର ରେଞ୍ଜର ସମସ୍ତ ଋତୁକାଳୀନ କର୍ମଚାରୀଙ୍କୁ ନେଇ ଆହୁତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଯଦୁମଣି ପାଣିଗ୍ରାହୀ ଯୋଗଦେଇ କେନ୍ଦୁପତ୍ର ଶ୍ରମିକ ଭାଇଭଉଣୀ ମାନଙ୍କ କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦ୍ରବ୍ୟ ଓ ସେବା କର (GST) ହ୍ରାସ ଦ୍ଵାରା ଶ୍ରମିକ ବର୍ଗ ବିଶେଷ ଉପକୃତ ହେବା ନେଇ ବିଶେଷ ଭାବରେ ଆଲୋଚନା କରିଥିଲେ।