This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ବାବା ଆଖଣ୍ଡଳ ମଣି ମନ୍ଦିର ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ପୂର୍ବତନ ସାଂସଦ
Nabarangapur PS, Nabarangpur | Sep 11, 2025
ବାବା ଆଖଣ୍ଡଳ ମଣି ମନ୍ଦିର ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ପୂର୍ବତନ ସାଂସଦ ନବରଙ୍ଗପୁର ଜିଲ୍ଲା ବିଜେଡି ର ଜଣେ ବରିଷ୍ଠ କର୍ମକର୍ତ୍ତା ଶ୍ରୀ ସୂର୍ଯ୍ୟ ତ୍ରିପାଠୀଙ୍କର ମୃତ୍ୟଖବର ଆଜି ତାଙ୍କର 12 ଦିନିଆ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ନବରଙ୍ଗପୁର ର ପୂର୍ବତନ ସାଂସଦ ଶ୍ରୀ ରମେଶ ମାଝୀ ଏହି ଅବସର ରେ ଯୋଗଦେଈ ସେ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାର କୁସମବେଦନା ଜଣେଇଥିଲେ, ପୂର୍ବତନ ସାଂସଦ ଙ୍କ ସହ ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ମଧ୍ୟ ଉପସ୍ଥିତ ଥିଲେ