Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଏମସିଏଲ ଅଡିଟେରୀୟରେ ମୁନନସିପାଲଟି ଜିଲ୍ଲା ପ୍ରଶାସନ ସଫେଇ କର୍ମଚାରୀ ଙ୍କୁ ଇଏସଆଇ କାର୍ଡ,ରାସନ କାର୍ଡ ବଣ୍ଟନ

Jharsuguda, Jharsuguda | Sep 6, 2025
ଝାରସୁଗୁଡା ସହର ସ୍ଥିତ ଏମସିଏଲ ଅଡିଟେରୀୟରେ ମୁସନିପାଲଟି ଜିଲ୍ଲା ପ୍ରଶାସନ ସଫେଇ କର୍ମଚାରୀ ଙ୍କୁ ଇଏସଆଇ କାର୍ଡ,ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହାସହ ସ୍କିଲ କନେକ୍ଟ ର ୧୩ ଜଣ ଛାତ୍ରଛାତ୍ରୀ ଙ୍କୁ ନିଯୁକ୍ତି ପତ୍ର ଏବଂ ମାନପତ୍ର ପ୍ରଦାନ କରାଯାଇଛି l
Read More News
T & CPrivacy PolicyContact Us