This browser does not support the video element.
ଅନୁଗୋଳ: ପଟାଖମଣ ବ୍ରିଜ୍ ଉଦଘାଟନ ଘଟଣାକୁ ନେଇ ଗ୍ରାମବାସୀଙ୍କ ବିରୋଧ କରି ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଲୋକ
Anugul, Angul | Aug 25, 2025
ଅନୁଗୋଳ ଜିଲ୍ଲା କଣିହାଁ ଠାରୁ ପଟ୍ଟାଖମଣ ବ୍ରିଜ୍ ୨୦୨୨ ମସିହାରେ ନବୀନ ପଟ୍ଟନାୟକ ଙ୍କ ସରକାର ସମୟରେ ଢେଙ୍କାନାଳ ସାସଂଦ ମହେଶ ସାହୁ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପାଲଲହଡା ବିଧାୟକ ମୁକେଶ ପାଳଙ୍କ ସମୟରେ ଭୂମିପୂଜନ କରାଯାଇଥିଲା I କିନ୍ତୁ ସେ ବ୍ରିଜ୍ କାର୍ଯ୍ୟ ସମ୍ପୁର୍ନ ହୋଇନଥିବା ବେଳେ ଆଜି ତରବରିଆ ଭାବରେ କାହା ସ୍ୱାର୍ଥରେ ଏହାକୁ ଉଦଘାଟନ କରାଯାଉଛି ବୋଲି ପ୍ରଶ୍ନବାଚୀ ସୂଷ୍ଟି ହୋଇଛି I ଯାହାକି ତାକୁ ପଟାଖମଣ ଗ୍ରାମବାସୀ ବିରୋଦ୍ଧ କରିବା ସହ ଅଧାପନ୍ତିରିଆ ରଖିଥିବା କାର୍ଯ୍ୟକୁ ସଂପୁର୍ନ କରି ଉଦଘାଟନ କରାଯିବା ନିମନ୍ତେ ସରକାରଙ୍କୁ ଦାବି ଜଣାଇଛନ୍ତି I