Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ମସୁରିରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅପପୁଷ୍ଟି ହ୍ରାସ ପାଇଁ ନୀତି ଆୟୋଗ ପକ୍ଷରୁ ନଵରଙ୍ଗପୁର ଜିଲ୍ଲା ପୁରସ୍କୃତ
Nabarangapur PS, Nabarangpur | Oct 9, 2025
ମସୁରିରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅପପୁଷ୍ଟି ହ୍ରାସ ପାଇଁ ନୀତି ଆୟୋଗ ପକ୍ଷରୁ ନଵରଙ୍ଗପୁର ଜିଲ୍ଲା ପୁରସ୍କୃତ ନବରଙ୍ଗପୁର ଜିଲ୍ଲାରେ ଅପପୁଷ୍ଟି ରୋକିବାରେ ଜିଲ୍ଲାପ୍ରଶାସନ ସଫଳ ଭୂମିକା ଗ୍ରହଣ କରିଛି । ଏଭଳିକି ଦେଶର ୧୧୨ଟି ଆକାଂକ୍ଷା ଜିଲ୍ଲା ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଅପପୁଷ୍ଟି ହ୍ରାସ କ୍ଷେତ୍ରରେ ଦେଶରେ ତୃତୀୟ ସ୍ଥାନ ହାସଲ କରିଛି । ଏଥି ପାଇଁ ନୀତି ଆୟୋଗ ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!