ଲାଞ୍ଜିଗଡ: କେସପଦର ପୁଲିଆ ରେ ପିକଅପ୍ ଭ୍ୟାନ ଓଲଟି ଜଣେ ମୃତ୍ୟୁ ଘଟଣା।ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କଲା ବିଶ୍ଵନାଥ ପୁର ପୁଲିସ।