Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: ଭବାନୀପାଟଣା କାଶିପୁର ଭାୟା ଗୁଣପୁର ରାଜ୍ୟ ରାଜପଥର ଜାଖମ ଜଙ୍ଗଲ ରାସ୍ତାରେ ଗଜରାଜ ଭୟଭୀତ ପଥଚାରୀ
Lanjigarh, Kalahandi | Sep 8, 2025
ସୋମବାର ଅପରାହ୍ନରେ ଭବାନୀପାଟଣା ରୁ ଗୁଣପୁର ଦେଇ କାଶିପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଜାଖମ ଜଙ୍ଗଲ ରାସ୍ତାରେ ଏକ ଦନ୍ତାହାତୀ ଦେଖା ଦେଇଥିଲା। ଗଜ ରାଜ ଦୀର୍ଘ ସମୟ ଧରି ରାସ୍ତା ଉପରେ ଅଟକି ରହିବାରୁ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଦନ୍ତା ହାତୀର ଜଙ୍ଗଲ ଭିତରକୁ ଯିବା ପରେ ଯାତାୟତ ସ୍ବଭାବିକ ହେଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!