Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମା ଭଣ୍ଡାର ଘରଣୀ ମନ୍ଦିର ରୁ ଆଜ୍ଞା ମାଳ ନେଇ ଦୁର୍ଗାପୂଜାର ପ୍ରସ୍ତୁତି ଆରମ୍ଭ

Nabarangapur PS, Nabarangpur | Aug 24, 2025
ମା ଭଣ୍ଡାର ଘରଣୀ ମନ୍ଦିର ରୁ ଆଜ୍ଞା ମାଳ ନେଇ ଦୁର୍ଗାପୂଜାର ପ୍ରସ୍ତୁତି ଆରମ୍ଭ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ,ମାଁ ଭଣ୍ଡାରଘରଣୀ ଙ୍କ ନିକଟରେ ସମସ୍ତ ପୂଜା ଵିଧି ପାଳନ କରି ଆଜ୍ଞା ମାଳା ଆଣି ଦଶହରା ପୂଜା ପାଳନର ଭବ୍ୟ ଆୟୋଜନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି ଜୟ ମାଁ ଦୁର୍ଗା ପୁଜା କମିଟି, ମେନରୋଡ଼, ନବରଙ୍ଗପୁର। ଆଜିର ଏହି ପୂଜାକାର୍ଯ୍ୟରେ କମିଟି ସଭାପତି ଶ୍ରୀ ମୃତ୍ୟୁଞ୍ଜୟ ଦାସ, ସଦସ୍ୟ ସିମାଞ୍ଚଳ ରଥ, ସାରଥୀ ସାହୁ, ସର୍ବେଶ୍ୱର ସାହୁ,ଟୁନା ବେହେରା, ବିଶ୍ୱନାଥ ରଥ, କପିଳ ପୂଜାରୀ, ଶ୍ରୀକାନ୍ତ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ ।
Read More News
T & CPrivacy PolicyContact Us