This browser does not support the video element.
ଝାରସୁଗୁଡା: ମଣ୍ଡଲିଆରେ ନିଖିଲ ଓଡିଶା ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ରେଟିଙ୍ଗ ଚେସ ଚାମ୍ପିଅନସିପ ଆରମ୍ଭ ହୋଇଛି
Jharsuguda, Jharsuguda | Aug 30, 2025
ଝାରସୁଗୁଡା ଜିଲ୍ଲା ମଣ୍ଡଲିଆ ରେ ନିଖିଲ ଓଡିଶା ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ରେଟିଙ୍ଗ ଚେସ ଚାମ୍ପିଅନ ସିପ ଆରମ୍ଭ ହୋଇଛି l ରାଜ୍ୟ ଚେସ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ତଥା ଝାରସୁଗୁଡା ଜିଲ୍ଲା ଚେସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ବ୍ରଜରାଜନଗର ମଣ୍ଡାଳିଆ ଏମ ସି ଏଲ କଲ୍ୟାଣ ମଣ୍ଡପରେ ଆରମ୍ଭ ହୋଇଛି। ୪ଦିନିଆ ଏହି ପ୍ରତିଯୋଗୀତାକୁ ମୁଖ୍ୟ ଅତିଥିଭାବେ ବ୍ରଜରାଜନଗର ର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଯୋଗଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ l ଏହି ପ୍ରତିଯୋଗିତାରେ ୭୭ଜଣ ବାଳକ ଓ ୧୯ ଜଣ ବାଳିକା ଭାଗନେଇଛନ୍ତି।