Download Now Banner

This browser does not support the video element.

ପାରଳାଖେମୁଣ୍ଡି: ମହିଳା ସ୍ନାତକ ମହାବିଦ୍ୟାଳୟରେ ''ଡେଙ୍ଗୁ ସଚେତନତା'' କାର୍ଯ୍ୟକ୍ରମ ଅନୁଷ୍ଠିତ

Paralakhemundi, Gajapati | Sep 12, 2025
ମହିଳା ସ୍ନାତକ ମହାବିଦ୍ୟାଳୟରେ ''ଡେଙ୍ଗୁ ସଚେତନତା'' କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଏଗାରଟା ବେଳେ ଜାତୀୟ ସେବା ଯୋଜନା ଓ ଯୁବ ରେଡ୍ କ୍ରସ୍ ମିଳିତ ଆନୁକୁଲ୍ୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କଲେଜ୍ ର ଅଧ୍ୟକ୍ଷା ଡ଼ ରୀନା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରି ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ସଂପର୍କରେ ଆଲୋକ ପାତ କରିବା ସହ ଚତୁପାର୍ଶ୍ବ ପରିସ୍କାର ପରିଚ୍ଛନ୍ନ ଓ ପାଣି ରହୁଥିବା ସ୍ଥାନକୁ ସଫା ରଖିବା ପାଇଁ ଉଦବୋଧନ ଦେଇଥିଲେ। ଜାତୀୟ ସେବା ଅଧିକାରୀ ସୁଶ୍ରୀ ମଧୁସ୍ମିତ
Read More News
T & CPrivacy PolicyContact Us