Download Now Banner

This browser does not support the video element.

ବୌଦ୍ଧ ସଦର: ଜନ୍ହାପଙ୍କ ଓ ପୁରୁଣା କଟକ ଠାରେ ପ୍ରାଥମିକ ଉପଚାର ଦିବସ ପାଳିତ

Baudh Sadar, Boudh (Bauda) | Sep 13, 2025
ଶନିବାର ଜନ୍ହାପଙ୍କ ଗନ୍ଧରାଡ଼ି ଉଚ୍ଚ ମlଧ୍ୟମିକ ବିଦ୍ୟାଳୟରେ ଓ ପୁରୁଣା କଟକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଠାରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି l ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଓ ପୁରୁଣା କଟକ ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
Read More News
T & CPrivacy PolicyContact Us