This browser does not support the video element.
ବାସୁଦେବପୁର: ବାସୁଦେବପୁର ଟାଉନ ହଲରେ ପ୍ରସନ୍ନ ବାସୁଦେବ ପାଲା ମଣ୍ଡଳର ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ
Basudebpur, Bhadrak | Apr 16, 2024
ବାସୁଦେବପୁର ପୌରପାଳିକାର ଟାଉନ ହଲ ପରିସରରେ ପ୍ରସନ ବାସୁଦେବ ପାଲା ମଣ୍ଡଳ ର ବାର୍ଷିକ ଉତ୍ସବରେ ଯୋଗ ଦେଲେ ବିଧାୟକ । ଆଜି ସକାଳ 10ଟା30 ସମୟରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇଥିଲେ । ତାଙ୍କୁ ଏକ ବିଶାକ ପାଟ ପଟୁଆରରେ ପାଛୋଟି ନେଇଥିଲେ । ବିଧାୟକଙ୍କ ସହ ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ ଓ ବହୁ ବିଜେଡି ନେତୃତ୍ୱ ମାନେ ଯୋଗ ଦେଇଥିଲେ ।