Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: ଥୁଆମୁଳ ରାମପୁର ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବିଜେଡି ପକ୍ଷରୁ ବ୍ଲକ୍ ଘେରାଉ ନେଇ ହେଲୋ ପଏଣ୍ଟ ଠାରେ ପ୍ରସ୍ତୁତି ବୈଠକ
Lanjigarh, Kalahandi | Oct 6, 2025
ସୋମବାର ଅପରାହ୍ନରେ ଥୁଆମୁଳ ରାମପୁର ହେଲୋ ପଏଣ୍ଟ ଠାରେ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ ସହ ନିକଟରେ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସଠିକ କ୍ଷତିପୂରଣ ଦାବି ନେଇ ଆଗାମୀ ୧୪ ତାରିଖ ଦିନ ବ୍ଲକ୍ ଘେରାଉ କରାଯିବ। ଏନେଇ ନିଷ୍ପତ୍ତି ନିଆଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!