Download Now Banner

This browser does not support the video element.

ଓରିଏଣ୍ଟ: ମରଣଯନ୍ତା ପାଲଟିଛିଝାରସୁଗୁଡା ଜିଲ୍ଲା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଛଡାରମା ଗ୍ରାମକୁ ଯାଇଥିବା ରାସ୍ତା #jansamasya

Orient, Jharsuguda | Sep 12, 2025
#jansamasya ଝାରସୁଗୁଡା ଜିଲ୍ଲା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଛଡାରମା ଗ୍ରାମକୁ ଯାଇଥିବା ରାସ୍ତା ଅତି ଶୋଚନୀୟ ହୋଇପଡିଛି l ୩୦୦ ରୁ ୪୦୦ ମିଟର ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି l ଏମିତିକି ଏହି ରାସ୍ତାର ରହିଥ‌ିବା ସମାସ୍ୟାର ସମାଧାନ ନିମତେ ସ୍ଥାନୀୟ ସରପଞ୍ଚ ମଧ୍ୟ ଗ୍ରାମବାସୀଙ୍କ ସହିତ ବିଗତ ଦିନରେ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ତତ୍‌କାଳୀନ ଜିଲ୍ଲାପାଳ ମଧ୍ଯ ପ୍ରତିଶୃତି ଦେଇଥିଲେ ଖୁବ୍‌ ଶୀଘ୍ର ସମାସ୍ୟାର ସମାଧାନ କରିଦେବାକୁ ।
Read More News
T & CPrivacy PolicyContact Us