Download Now Banner

This browser does not support the video element.

ବ୍ରହ୍ମଗିରି: କାଣ୍ଡଗଦା ଠାରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପୋଡିବା ପରେ ବନକ ଲାଗିପରେ ଦର୍ଶନ ଦେଲେ ବିଗ୍ରହ ମାନେ

Brahmagiri, Puri | Sep 26, 2025
ଶୁକ୍ରବାର ୪ ଘଟିକା ସମୟରେ ବ୍ରହ୍ମଗିରି ବ୍ଲକ କାଣ୍ଡଗଦା ଗ୍ରାମରେ ବିଗ୍ରହଙ୍କ ଆଜି ବନକ ଲାଗି କରାଯାଇଛି। ସମସ୍ତ ନୀତିକାନ୍ତି ପରେ ଆଜି ଭକ୍ତମାନେ ଦର୍ଶନ କରିଛନ୍ତି। ଦୀପରୁ ନିଆଁ ଲାଗି ପୋଡିବା ଘଟଣା ପରେ ପୁରୀ ବାଡ଼ ଗ୍ରାହୀଙ୍କ ଆଲୋଚନା ପରେ ସମସ୍ତ ରିତୀ ନୀତି ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବିଗ୍ରହ ମାନେ।
Read More News
T & CPrivacy PolicyContact Us