This browser does not support the video element.
ସୁନ୍ଦରଗଡ ସହର: ଲେଫ୍ରିପଡ଼ା ବ୍ଲକ୍ ସୀମାନ୍ତ ମହାଦେବ ପଡ଼ାରେ ଅବକାରୀ ବିଭାଗର ଚଢ଼ାଉ, ଶଙ୍କର ମାଝି ନାମକ ଜଣେ ବ୍ୟକ୍ତି ଗିରଫ, 80 କେଜି ପଚୱାଇ ନଷ୍ଟ
Sundargarh Town, Sundargarh | Sep 3, 2025
ଆଜି ସେପ୍ଟେମ୍ୱର 3 ତାରିଖ ବୁଧବାର ଅପରାହ୍ନ 3 ଟା ପାଖାପାଖି ସମୟରେ ସୁନ୍ଦରଗଡ଼ ଅବକାରୀ ଇନ୍ସପେକ୍ଟର ଓ ଉଜ୍ଜ୍ବଳପୁର ଅବକାରୀ ଷ୍ଟେସନ ମିଳିତ ଭାବେ ଏହି ଚଢାଉ କରି ଅଭିଯୁକ୍ତ ଶଙ୍କର ମାଝିକୁ ଗିରଫ କରିବା ସହ ସେ ମଦ ପ୍ରସ୍ତୁତି କରୁଥିବା ସ୍ଥଳରେ ମଦ ପାଇଁ ତିଆରି ହୋଇଥିବା 80 kg ପଚୱାଇ ନଷ୍ଟ କରିଛନ୍ତି। ତେବେ ଏ ନେଇ ଅଭିଯୁକ୍ତକୁ ନାମରେ ସୁନ୍ଦରଗଡ଼ ଅବକାରୀ ରେଞ୍ଜ ରେ PR Case No -72 ରେ ଏକ ମାମଲା ରୁଜ୍ଜୁ କରାଯାଇ ତାକୁ ଦଫା 52(a)(i) ରେ ସନ୍ଧ୍ୟା 6:30 ପାଖାପାଖି ସମୟରେ କୋର୍ଟ ଚାଲାଣ ହୋଇଥିବା କଥା ସୁନ୍ଦରଗଡ଼ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଗଣ ମାଧ୍ୟମକୁ ସୂଚନା ଦେଇଛନ୍