Install App
angulkhabar123
This browser does not support the video element.
ଅନୁଗୋଳ: ବାରଗୌଣିଆ ଗ୍ରାମରେ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ଅଭିମନ୍ୟୁ ଦେହୁରୀ
Anugul, Angul | Sep 10, 2025
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବାରଗୌଣିଆ ଗ୍ରାମରେ ଆଜି ଅନୁଗୋଳ ନିର୍ମାଣ ସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକର ବିଭିନ୍ନ ପ୍ରକାର ରାଜମିସ୍ତ୍ରୀ ମାନେ ଯୋଗ ଦେଇଥିଲେ। ସରକାରଙ୍କୁ ଖୁବ୍ ଶୀଘ୍ର ବିଭିନ୍ନ ଦାବି ଜଣାଇବେ ବୋଲି କହିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!