Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନରେ ମହା ଘୋଟଲା ନେଇ ସଦର ମହକୁମା ଠାରେ ସାମ୍ବାଦିକ ସମ୍ମିଳନୀ

Bhadrak Rural, Bhadrak | Aug 30, 2025
ଭଦ୍ରକ ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନରେ ମହା ଘୋଟଲା ନେଇ ସାମ୍ବାଦିକ ସମ୍ମିଳନୀ। ତେବେ ଭଦ୍ରକ ଜିଲ୍ଲା ରେ ଦୀର୍ଘଦିନ ଧରି ଅର୍ଥାତ୍ 2009 ମସିହା ରୁ ଭଦ୍ରକ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ଗଢ଼ି ଉଠିଥିବା ବେଳେ 15 ବର୍ଷ ହେବ ଜିଲ୍ଲା ରେ ବିଭିନ୍ନ ବ୍ୟାଡମିଣ୍ଟନ ଖେଳ କରିଆସୁଥିବା ବେଳେ ଜଣେ ବ୍ୟକ୍ତି ନୂଆ ସଂଘ କରି ମାତ୍ର 10 ଦିନ ଭିତରେ ଅନୁମୋଦନ କରିଥିବା ଅଭିଯୋଗ ହୋଇଛି।ଏନେଇ ଆଜି ସଦର ସ୍ଥିତ ସୀତାରାମ ମଣ୍ଡପ ଠାରେ ଆଜି ସାମ୍ୱାଦିକ ସମ୍ମିଳନୀ କରି ଏହାକୁ ବିରୋଧ କରିଛି ସଂଘ।
Read More News
T & CPrivacy PolicyContact Us