Download Now Banner

This browser does not support the video element.

ନୂଆପଡା: ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ସୋସିଆଲ ମିଡ଼ିଆ କମିଟି ଘୋଷଣା, ନୂଆପଡ଼ାରୁ ସ୍ଥାନ ପାଇଲେ ଦେବଦତ୍ତ ଦୀକ୍ଷିତ

Nuapada, Nuapada | Sep 7, 2025
ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୋସିଆଲ ମିଡ଼ିଆ କମିଟି ଘୋଷଣା କରାଯାଇଛି। ନୂଆପଡାର ଦେବଦତ୍ତ ଦୀକ୍ଷିତ ଏହି କମିଟିରେ ସ୍ଥାନ ପାଇଛନ୍ତି।
Read More News
T & CPrivacy PolicyContact Us