Download Now Banner

This browser does not support the video element.

ଅନୁଗୋଳ: ସାତକୋଶିଆ ଗଣ୍ଡ ନିଷେଧ ଅଞ୍ଚଳରେଟପୁଣି ଉଡ଼ିଲା ହେଲିକପ୍ଟର

Anugul, Angul | Aug 30, 2025
ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଲା ପୁଣି ଆଜି ଉଡ଼ିଲା ହେଲିକପ୍ଟର । ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡ଼ାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ହେଲିକପ୍ଟରଟି ସାତକୋଶିଆ ଗଣ୍ଡର ତଳ ବାଲିପୁଟ ଆଡୁ ଆଠମଲ୍ଲିକ ପାର୍ଶ୍ଵକୁ ଗତ କାଲି ସକାଳ ସମୟରେ ଉଡ଼ାଣ କରିଥିଲା । ଆଜି ସକାଳ ପ୍ରାୟ ୧୧:୧୦ ମିନିଟରେ ପୁଣି ଆଠମଲ୍ଲିକରୁ ବାଲିପୁଟ ଆଡେ ପ୍ରାୟ ୭୦/୮୦ ଫୁଟ ଉଚ୍ଚ ଗଣ୍ଡ ଉପର ଦେଇ ଉଡ଼ିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସାତକୋଶିଆ ଗଣ୍ଡ ଉପରେ ତିନିଶହ ଫୁଟ ତଳକୁ ବିମାନ ଉଡାଇବା ନିଷେଧ ହୋଇଛି । ତେଣୁ କିଏ ଓ କାହିଁକି
Read More News
T & CPrivacy PolicyContact Us