This browser does not support the video element.
ଜୟପୁର: ବୋରିଗୁମ୍ମା ଜଗନ୍ନାଥ ମନ୍ଦିରରରେ ଶ୍ରୀଜିଉ ଗଜାନନ ବେଶରେ ଦର୍ଶନ ଦେବା ପରେ ରାତ୍ର ରେ ଅଣଶଗୃହ ବିଜେ କଲେ ଠାକୁର
Jeypore, Koraput | Jun 11, 2025
ବୋରିଗୁମ୍ମା ଜଗନ୍ନାଥ ମନ୍ଦିରରରେ ଶ୍ରୀଜିଉ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀ ଜିଉଙ୍କୁ ୧୦୮ ହାଣ୍ଡିର ଜଳ, ପଇଡ, ନଡିଆ ପାଣିରେ ି ସ୍ନାନ କରାଯାଇଥିଲା । ରତ୍ନ ସିଂହାସନରୁ ଓହ୍ଲାଇ ଅଣାଯାଇଥିଲା । ସଂକିତ୍ତନ, ବାଜା ରେ ଶ୍ରୀଜିଉ, ପିତତପାବନ, ସୁର୍ଦଶନ ଙ୍କୁ ୨ଟାରେ ସ୍ନାନ ମଣ୍ଡପ କୁ ବିଜେ କରାଯାଇଥିଲା । ସେଠାରେ ସ୍ନାନପରେ ଗଜାନନବେଶରେ ଦର୍ଶନ ଦେଇଥିଲେ ଶ୍ରୀ ଜିଉ । ରାତ୍ର ୭ଟା ରେ ଅଣସରେ ଗୃହକୁ କୁ ଯାତ୍ରା କରିଥିଲେ । କାଲିଠାରୁ ୩ ଠାକୁର ଜ୍ୱରରେ ପଡିବେ ।