Download Now Banner

This browser does not support the video element.

ଜି ଉଦୟଗିରି: ଗାମୁଲି ର ମୁଖ୍ୟ ରାସ୍ତାରେ ଏକ ବିରାଟ କାୟ ଗଛ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ, ଅଳ୍ପକେ ବର୍ତ୍ତଲେ ଲୋକେ, ଅଗ୍ନିଶମ ବିଭାଗ କଲା ପରିଷ୍କାର

G Udayagiri, Kandhamal | Aug 21, 2025
ଗାମୁଲି ର ମୁଖ୍ୟ ରାସ୍ତାରେ ଏକ ବିରାଟ କାୟ ଗଛ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା. ସୌଭାଗ୍ୟ ବଶତଃ ଏକ ଘରେ ଥିବା ଲୋକ ଅଳ୍ପକେ ବର୍ତ୍ତୀ ଯାଇଥିଲେ. ସଂଗେ ସଂଗେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ. ଘଟଣା ସ୍ଥଳରେ ଜି ଉଦୟଗିରି ଅଗ୍ନିଶମ ବିଭାଗ ପହଁଚି ଗଛ କୁ କାଟି ରାସ୍ତା ଅବରୋଧ ହଟାଇବା ସହ ଘର ଉପରୁ ଗଛ କାଢ଼ିଥିଲେ.
Read More News
T & CPrivacy PolicyContact Us