Install App
harishbhoi
This browser does not support the video element.
ସୋହେଲା: ପ୍ରସିଦ୍ଧ ସୋହେଲା ନବରାତ୍ର ପୂଜାରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦାନ , ଜିଲ୍ଲା ବାହାରୁ ମଧ୍ଯ ଆସିଲେ ଭକ୍ତ
Sohela, Bargarh (Baragarh) | Oct 1, 2025
ସୋହେଲା ନବରାତ୍ର ଦୁର୍ଗାପୂଜାରେ ଆଜି ମାଁ ବିଭିନ୍ନ ରୀତିନୀତି ଅନୁଷାରେ ପୁଜାର୍ଚନା କରାଯାଇ ରାମଲୀଲା ଓ ଅନ୍ଯାନ୍ଯ ସାସ୍କୃତିକ ମଧ୍ଯ କରାଯାଉଛି ଆଜି ରାତି 9:30 PM ର ଅପଡେଟ ଅନୁଷାରେ ସୋହେଲା ଅଂଚଲ।ବ୍ୟତୀତ ଆଖପାଖ ଜିଲ୍ଲାରୁ ମଧ୍ଯ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!