This browser does not support the video element.
ଲାଞ୍ଜିଗଡ: ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ସାମାଜିକ ସମିକ୍ଷା ବୈଠକ ଅନୁଷ୍ଠିତ।
Lanjigarh, Kalahandi | Sep 26, 2025
ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଆର୍ଥିକ ବର୍ଷ ୨୪-୨୫ ର ୧ ଅକ୍ଟୋବର ୨୦୨୪ ଠାରୁ ୩୧ ମାର୍ଚ୍ଚ ୨୦ ୨୫ ଓ ଜାତୀୟ ଖାଦ୍ୟ ସୁରକ୍ଷା ଅଧିକାର ର ୧ ଏପ୍ରିଲ ୨୦୨୪ରୁ ୩୧ ମାର୍ଚ୍ଚ ବର୍ଷର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ଶଶାଙ୍କ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମୀକ୍ଷା ବୈଠକ ପନ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜିବ କୁମାର ନାୟକ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ବ୍ଲକ ସୋସିଆଲ ଅଡିଟର ବିମଳ କୁମାର ବାଗ ଯୋଗଦେଇ ଥିବା ବେଳେ ଏପିଇଓ ସଜିତ କୁମାର ପରିଡା ପ୍ରମୁଖ ମଞ୍ଚାସିନ ଥିଲେ