Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାଙ୍କୀ ଭଗିପୁର ମହାନଦୀ ପଠାରେ ଫସିଲେ ହାତୀପଲ, ଘଟଣାସ୍ଥଳରେ ବନ ବିଭାଗ ଟିମ

Cuttack M Corp PS, Cuttack | Sep 12, 2025
କଟକ ଜିଲ୍ଲା ବାଙ୍କୀ ଭଗିପୁର ମହାନଦୀ ପଠାରେ ଫସିଲେ ହାତୀପଲ। ଆଠଗଡ଼ ସୁକାଶନ ଜଙ୍ଗଲରୁ ମହାନଦୀ ପାର ହୋଇ ଚନ୍ଦକା ଅଭୟାରଣ୍ୟ ଫେରୁଥିବା ବେଳେ ଭଗିପୁର ନଦୀ ପାଠରେ ଫସିଛନ୍ତି ଏହି ହାତୀ ପଲ। ଶୁକ୍ରବାର ସକାଳ ୧୧ ଟା ବେଳେ ଏହି ହାତୀପଲ ନଦୀ ପଠାରେ ଫସିଛନ୍ତି। ହାତୀ ପଲରେ ୧୭ ଟି ହାତୀ ଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।
Read More News
T & CPrivacy PolicyContact Us