This browser does not support the video element.
ଉମରକୋଟ: କେନାଲ ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଉମରକୋଟ ଅନୁକୁଲ୍ୟ ରେ ଫକୀର ମୋହନଙ୍କ 106 ତମ ଶ୍ରାଦ୍ଧ ଦିବସ ପାଳିତ
Umarkote, Nabarangpur | Jun 15, 2024
ଆଜି ସଂକ୍ରାନ୍ତି ପୁରୁଷ କଥା ସମ୍ରାଟ ଫକିର ମୋହନଙ୍କ ୧୦୬ତମ ଶ୍ରାଦ୍ଧ ଦିବସ lକେନାଲ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉମରକୋଟ ଆନୁକୂଲ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୬ତମ ଶ୍ରାଦ୍ଧ ଦିବସ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଡଃ.ସୁରେନ୍ଦ୍ର ନାଥ ଦାଶ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ ରଖିଥିଲେ