This browser does not support the video element.
କେନ୍ଦୁଝର ସହର: ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Kendujhar Town, Kendujhar | Sep 4, 2025
ଜିନ୍ଦଲ ଓ ପୋସ୍କୋ ସହ କରାଯାଇଥିବା ଏମ.ଓ.ୟୁ ରଦ୍ଦ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ ଏବଂ ସରକାରୀ ଉଦ୍ୟୋଗରେ ଖଣି ଭିଭିକ ଶିଳ୍ପ ପ୍ରତିଷ୍ଠା ଦାବିରେ ଜିନ୍ଦଲ-ପୋସ୍କ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ଗଣବିକ୍ଷୋଭ ।ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ୍.ଓ.ୟୁ ରଦ୍ଦ କରିବା ଦାବିରେ ଆଜି ଗୁରୁବାର ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚ ଓ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ( ଏ.ଆଇ.କେ.କେ.ଏମ୍.ଏସ୍) ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ହୋଇଯାଇଛି ।