Download Now Banner

This browser does not support the video element.

ଘସିପୁରା: କୋଲିମାଟି ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ରାସ୍ତା ଅବରୋଧ

Ghasipura, Kendujhar | Sep 18, 2025
୨୦ ନଂ ଜାତୀୟ ରାଜପଥ କୋଲିମାଟି ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।
Read More News
T & CPrivacy PolicyContact Us