Download Now Banner

This browser does not support the video element.

ବଲାଙ୍ଗୀର: ନୂଆଁଖାଇରେ କୃଷକଙ୍କୁ ସି.ଏମ୍ କିଷାନ ସହାୟତା,ଜିଲ୍ଲାରେ ୨.୬୬ ଲକ୍ଷ ପରିବାରକୁ ଲାଭ କୁ ନେଇ ସାଗର ପଡା ରେ ପ୍ରତିକ୍ରିୟା ରଖିଲେ ବିଜେପି ନେତା

Balangir, Balangir | Aug 27, 2025
ପବିତ୍ର ନୂଆଁଖାଇ ଅବସରରେ ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନରେ ସି.ଏମ୍–କିଷାନ ଯୋଜନାର ରାଜ୍ୟସ୍ତରୀୟ ଉତ୍ସବ ଆୟୋଜିତ ହୋଇ ୩୦ ଟି ଜିଲ୍ଲାରେ ଲାଇଭଷ୍ଟ୍ରିମ୍ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାରରୁ ଅଧିକ କୃଷକଙ୍କୁ ୧,୦୪,୧୨୯ କୋଟି ଟଙ୍କା ଡି.ବି.ଟି ମାଧ୍ୟମରେ ପ୍ରଦାନ କରିଛନ୍ତି । ବଲାଙ୍ଗିରର ୨.୬୬ ଲକ୍ଷରୁ ଅଧିକ କୃଷକ ଏହାରୁ ଲାଭାନ୍ବିତ ହେଲେ । ଏହି ଅବସରରେ ‘କୃଷକ ଭବନ’ ଓ ‘ଅଭ୍ୟର୍ଥନା ଗୃହ’ ଉଦଘାଟନ ସହିତ, କୃଷକ ପଞ୍ଜିକରଣ ସମୟ ବୃଦ୍ଧି, ଧାନ କ୍ରୟରେ ଉଚ୍ଚ ଦର, ଶୀତଳଭଣ୍ଡାର ସୁବିଧା, କୃଷି ଉଦ୍ୟୋଗୀଙ୍କ ପାଇଁ ସବସିଡି ଏବଂ କୃଷ
Read More News
T & CPrivacy PolicyContact Us