Download Now Banner

This browser does not support the video element.

ବୌଦ୍ଧ ସଦର: ମାଧପୁର ପୋଲ ନିକଟରେ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ବର୍ତ୍ତିଲେ ଚାଳକ ଓ ହେଲପର

Baudh Sadar, Boudh (Bauda) | Aug 24, 2025
ରବିବାର ଜାତୀୟ ରାଜପଥ ନଂ 57 ର ପୁରୁଣା କଟକ ଥାନା ଆଡେଣୀଗଡ ଫାଣ୍ଡି ଅନ୍ତର୍ଗତ ମାଧପୁର ପୋଲ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ଟ୍ରକ ଡ୍ରାଇଭର ଓ ହେଲପର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଟ୍ରକଟି ଦଶପଲା ପଟରୁ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ମାଧପୁର ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ର ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଗାଡ଼ିରେ ଥିବା ଚାଳକ ଓ ହେଲପର ବର୍ତ୍ତି ଯାଇଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us