Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗୁରୁଦିବସ ଅବସରରେ ୟୁନିଟ -5ସ୍ଥିତ ବାସଭବନ ରେ ଶୁଭେଚ୍ଛା ବାର୍ତା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
Bhubaneswar M Corp, Khordha | Sep 5, 2025
ଭାରତର ଦ୍ଵିତୀୟ ରାଷ୍ଟ୍ରପତି, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ତଥା ବିଶିଷ୍ଟ ଦାର୍ଶନିକ ଭାରତ ରତ୍ନ ଡଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ପବିତ୍ର ଗୁରୁଦିବସ ଅବସରରେ ଓଡ଼ିଶାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋର ଗଭୀର ସମ୍ମାନ ଜଣାଉଛି। ଗୁରୁଙ୍କ ଶିକ୍ଷା ଏବଂ ମାର୍ଗଦର୍ଶନ ଆମକୁ ସଫଳ ମଣିଷ ଭାବେ ଗଢି ତୋଳିଥାଏ। ଜୀବନରେ ବିଭିନ୍ନ ରୂପରେ ଆସି ମୋତେ ଆଗକୁ ନେଇଥିବା ସମସ୍ତ ଗୁରୁଙ୍କୁ ମୋର ବିନମ୍ର ପ୍ରଣାମ।
Share
Read More News
T & C
Privacy Policy
Contact Us
Your browser does not support JavaScript!