This browser does not support the video element.
ପାଟଣା: ପଡୁଆ ରେ ପରିବା ଚାଷୀଙ୍କ ନିଦ ହଜାଉଛନ୍ତି ୧୪ ଟିକିଆ ହାତୀ ପଲ।
Patana, Kendujhar | Jan 6, 2025
ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ପରୁଡ଼ିପଶି ରେ ଥିବା ୧୪ ଟିକିଆ ହାତୀ ପଲ ରାସ୍ତା ପାର ହୋଇ ପଡୁଆ ଅଞ୍ଚଳରେ ପଶୁଥିବା ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଥିବା ବେଳେ ପରିବା ଚାଷୀଙ୍କ ନିଦ ହଜିଯାଇଛି।ହାତୀ ପଲଙ୍କୁ ଦେଖି ସ୍ଥାନୀୟ ଲୋକ ବନ ବିଭାଗ କୁ ସୂଚନା ଦେଇଥିଲେ।ସୂଚନା ପାଇ ବନ କର୍ମଚାରୀ ପହଞ୍ଚି ହାତୀ ପଲଙ୍କ ଗତି ବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକ ମାନଙ୍କୁ ହାତୀ ପାଖକୁ ନଯିବା ଓ ଟେକା ପଥର ମାରି ସେମାନଙ୍କୁ ଅଯଥା ବିରକ୍ତ ନକରିବା ପାଇଁ ପରାମର୍ଶ ଦେବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀ ପାଲଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ମିଳିଛି