Download Now Banner

This browser does not support the video element.

ଅନୁଗୋଳ: ବାଲିସାହି ଗ୍ରାମରେ ହାତୀ ସହ ମୁହାଁମୁହିଁ ହୋଇ ଜଣେ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Anugul, Angul | Sep 12, 2025
ଅନୁଗୋଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମ ପଞ୍ଚାୟତ ବାଲିସାହି ଗ୍ରାମ ଭିତରେ ଏକ ଗୋଟିକିଆ ହାତୀ ହଠାତ୍ ପସିଆସିବା ସମୟରେ ବାଲିସାହି ଗ୍ରାମର କାଳିଆ ପ୍ରଧାନ ଙ୍କ ସ୍ତ୍ରୀ ଝିଲି ପ୍ରଧାନ (୩୦) ବାହାରେ ଛିଡ଼ା ହୋଇ ଥିଲେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ ହାତୀ କୁ ଦେଖି ଦୌଡ଼ି ବାକୁ ଲାଗିଲେ। ଯାହା ଫଳରେ ଝିଲି ଖସି ପଡ଼ି ଥିଲେ। ଘର ଲୋକ ଦେଖି ଝିଲିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ
Read More News
T & CPrivacy PolicyContact Us