Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: କେନ୍ଦୁଆପଦାରେ ଗୋଡ଼ାଇ ଗୋଡ଼ାଇ କାମୁଡୁଛି କଳା କୁକୁର, ୩ ଛାତ୍ରଙ୍କ ସହ ୫ ଗୁରୁତର

Bhadrak Rural, Bhadrak | Aug 24, 2025
କୁକୁର କାମୁଡ଼ାରେ 5 ଗୁରୁତର,ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ ଅଞ୍ଚଳ ରେ ଏକ କଳା କୁକୁର ଆତଙ୍କ ଦେଖିବା ପାଇଁ ମିଳିଛି,କୁକୁର ଟି ବରଡେଶ୍ୱର୍ ନାଗୁଁଆ, କେନ୍ଦୁଆପଦା ନ୍ଦୁ ଅଞ୍ଚଳ ରେ ଆତଙ୍କ ଖେଲାଇଚି,ତେବେ କୁକୁର କାମୁଡ଼ା ରେ ଅଧିକାଂଶ ଛୋଟ ପିଲା ଗୁରୁତର ହୋଇଛନ୍ତି । ଗୁରୁତର ଙ୍କ ମଧ୍ୟ ରେ 3 ଜଣ ଛାତ୍ର ଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କୁ ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି, ଏହି ଖବର ଆଜି ଦିନ 11 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us