Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗେଙ୍ଗୁଟିଆ ଠାରେ ବ୍ରାହ୍ମଣୀ ନଦୀ ପାର ହେବାକୁ ସଂଗ୍ରାମ କରୁଛି ଦନ୍ତା ହାତୀ

Dhenkanal Sadar, Dhenkanal | Aug 26, 2025
ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗେଙ୍ଗୁଟିଆ ନିକଟରେ ଆଜି ତା ୨୬।୮ ରିଖ ଅପରାହ୍ନ ୫ ଘଣ୍ଟା ସମୟରେ ଗୋଟିକିଆ ଦନ୍ତାହାତୀ ବ୍ରାହ୍ମଣୀର ଭରା ନଦୀ ପାର ହୋଇ ନପାରି ହାତୀଟି ଛିଡା ହୋଇ ରହିଥିବାର ଦେଖିବାକୁ ମିଳିଛି।ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ହେଲାଣି ହାତୀଟି ଏଭଳି ଛିଡା ହୋଇଥିବା ଜଣାପଡିଛି। ଭରାନଦୀ ପାର ହେବାକୁ ସାହାସ ଜୁଟାଇ ପାରିନଥିଲା ଦନ୍ତାହାତୀ । ଫଳରେ ଦୀର୍ଘ ସମୟ ଦନ୍ତାହାତୀଟି ଠିଆ ହୋଇ ରହିଥିଲା। ଖବରପାଇ ବନବିଭାଗ ର ଏକ ଟିମ୍ ସେଠାରେ ପହଞ୍ଚି ହାତୀଟି ଉପରେ ନଜର ରଖିଛନ୍ତି।
Read More News
T & CPrivacy PolicyContact Us