This browser does not support the video element.
ଯାଜପୁର: ବିଜେପିର ମଣ୍ଡଳ ସଭାପତି ଗୁରୁତର ଅସୁସ୍ଥ,ମହେଶ୍ୱରପୁର ଗାଁ ସ୍ଥିତ ବାସଭବନରେ ଭେଟି ସମବେଦନା ଜଣାଇଲେ ସାଂସଦ
Jajapur, Jajpur | Aug 31, 2025
ବିଜେପିର ମଣ୍ଡଳ ସଭାପତି ଗୁରୁତର ଅସୁସ୍ଥ,ମହେଶ୍ୱରପୁର ଗାଁ ସ୍ଥିତ ବାସଭବନରେ ଭେଟି ସମବେଦନା ଜଣାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା l ଗତ କିଛିଦିନ ହେବ ବିଜେପି ଦଳର ପୂର୍ବତନ ମଣ୍ଡଳ ସଭାପତି ସୁରେଶ କୁମାର ରାଉତ କୌଣସି ଏକ ରୋଗରେ ପୀଡ଼ିତ ହେଇ ଗୁରୁତର ଅବସ୍ଥାରେ ଅଛନ୍ତି l ଏହି ଖବର ପାଇ ଆଜି ଯାଜପୁର ସାଂସଦ ଶ୍ରୀ ବେହେରା ତାଙ୍କ ବାସଭବନରେ ପହଂଚି ସମବେଦନା ଜାଣିଥିଲେ l ଏଥିସହିତ ଗୁରୁତର ସୁରେଶଙ୍କୁ କିଭଳି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ଆଲୋଚନା କରିଥିଲେ l