Install App
khariar.news
This browser does not support the video element.
ନୂଆପଡା: ନୂଆପଡା:ଖରିଆର ରୋଡ଼ ଠାରେ ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ;ପ୍ରତିକ୍ରିୟା ରଖିଲେ ପ୍ରସନ୍ନ ଆଚାର୍ଯ୍ୟ
Nuapada, Nuapada | Sep 9, 2025
ନୂଆପଡ଼ା ବିଧାୟକ ତଥା ଖରିଆର ରୋଡ଼ ବାସିନ୍ଦା ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ବିପୁଳ ମାତ୍ରାରେ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଛି। ହଜାର ହଜାର ଲୋକ ଆସି ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଆଜି ୪ ଟାରେ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!