Download Now Banner

This browser does not support the video element.

କଣ୍ଟାବାଞ୍ଜି: ଧାମନଡଙ୍ଗା ଷୋହଳ ବନ୍ଧ ନିକଟ ରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଗୁରୁତର।

Kantabanji, Balangir | Aug 27, 2025
ସେହିପରି କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ଧାମନଡଙ୍ଗା ଷୋହଳ ବନ୍ଧ ନିକଟ ରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଗୁରୁତର। ଧାମନଡଙ୍ଗା ଗାଁ ର ଇଶ୍ଵର ମାଝି ବାଇକ ଯୋଗେ ଗାଁ ଫେରୁଥିବା ବେଳେ ସରଗିଗୁଡା ଗାଁ ର ପୃଥିରାଜ ପୋଢ କଣ୍ଟାବାଞ୍ଜି ରୁ ଘରକୁ ଫେରୁଥିବା ସମୟରେ ଧାମନଡଙ୍ଗା ଷୋହଳ ବନ୍ଧ ନିକଟ ରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ସଡ଼କ ଦୁର୍ଘଟଣାରେ ପୃଥିରାଜ ପୋଢ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବା ବେଳେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଣ୍ଟାବାଞ୍ଜି ଓ ବେଳପଡା ପୋଲିସ ଘଟଣା ଅଧିକ ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us