This browser does not support the video element.
କଣ୍ଟାମାଳ: ଭଳିଆପଦର ବୁଢ଼ୀବନ୍ଦ ନିକଟରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା, 4 ଗୁରୁତର
Kantamal, Boudh (Bauda) | Aug 25, 2025
ଭଳିଆପଦର ବୁଢ଼ୀବନ୍ଦ ନିକଟରେ ଦୁଇବାଇକ ଦୁର୍ଘଟଣା ମନମୁଣ୍ଡା ଥାନା ଭଳିଆପଦର ବୁଢ଼ୀବନ୍ଦ ନିକଟରେ ବାଇକ ବାଇକ ମଧ୍ୟରେ ଦୁର୍ଘଟଣା ହୋଈଥିବା ବେଳେ ବାଇକ ରେ ଥିବା 4ଜନ ଗୁରୁତର ହୋଈଥିଲେ I ଘଟଣା ସ୍ଥଳରେ ଲୋକେ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ ପ୍ରଥମେ ମନମୁଣ୍ଡା ପରେ ସୁବର୍ଣ୍ଣପୁର ସ୍ଥାନସ୍ତର ହୋଈଥିବା ଜଣାପଡୁଛି I