Download Now Banner

This browser does not support the video element.

ବିଞ୍ଝାରପୁର: ବିଂଝାରପୁର ଏନଏସି ଦାବିରେ ଭୁବନେଶ୍ୱର ବାସଭବନ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଅଂଚଳ ବାସୀ

Binjharpur, Jajpur | Aug 30, 2025
ବିଂଝାରପୁର ଏନଏସି ଦାବିରେ ଭୁବନେଶ୍ୱର ବାସଭବନ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଅଂଚଳ ବାସୀ l ଗତ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଜିଲ୍ଲାର ଅଂଚଳକୁ ଏନଏସି ଘୋଷଣା କରାଯାଇଛି l ଏଥିରୁ ବାଦ ପଡିଛି ବିଂଝାରପୁର ଅଂଚଳ l ତେବେ ଏହି ଅଞ୍ଚଳକୁ ଦ୍ୱିତୀୟ ପର୍ଯ୍ୟାୟରେ ଏନଏସି ଘୋଷଣା କରିବା ଦାବିରେ ଆଜି ଭୁବନେଶ୍ୱର ବାସଭବନରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l
Read More News
T & CPrivacy PolicyContact Us