This browser does not support the video element.
ପରଜଙ୍ଗ: କେନ୍ଦୁମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଭୁଶୁଡିଲା ଦୁଇଟି ପରିବାରର ୬ବଖରା ଘର, ଅଳ୍ପକେ ବର୍ତ୍ତିଲେ ୨ଟି ପରିବାର ସଦସ୍ୟ
Parajang, Dhenkanal | Sep 5, 2025
କେନ୍ଦୁମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଭୁଶୁଡିଲା ଦୁଇଟି ପରିବାରର ୬ବଖରା ଘର, ଅଳ୍ପକେ ବର୍ତ୍ତିଲେ ୨ଟି ପରିବାର ସଦସ୍ୟ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କେରଜୋଳି ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ଘରେ ଶୋଇଥିବା ବେଳେ ଭୁଶୁଡି ଗଲା ଘର। ଅଳ୍ପକେ ବର୍ତ୍ତିଲେ ଦୁଇଟି ପରିବାରର ୮ ପ୍ରାଣୀ କୁଟୁମ୍ବ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମାଟି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେନ୍ଦୁମୁଣ୍ଡା ଗାଁର ଜଗନ୍ନାଥ ମହାନ୍ତ ଓ ଗୋଲାପ ମହାନ୍ତଙ୍କ ଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ତେବେ ଏଥିରେ ପରିବାରର ସମସ୍ତ ସଦସ୍ୟ ମାନେ ସୁରକ୍ଷିତ ରହିଛନ୍ତି। ଯଦିଓ ଘର