This browser does not support the video element.
ଅନୁଗୋଳ: କଣ୍ଟାବଣିଆ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଗୁରୁତର; ଜଣେ ଗୁରୁତର
Anugul, Angul | Sep 12, 2025
ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମର ଜଣେ ବ୍ୟକ୍ତି ଆଇରନ ଟ୍ରକ ଦୁର୍ଘଟଣାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଇଟାପ ଗ୍ରାମର ଯୋଗେନ୍ଦ୍ର ମାଝୀ ପେଶାରେ କ୍ଷୀର ବେପାରୀ। ଆଜି ସକାଳେ କ୍ଷୀର ନେବାକୁ ସାଇକେଲରେ କଣ୍ଟାବଣିଆ ଛକକୁ ଆସିଥିଲେ। ତେଣୁ କ୍ଷୀର ଧରି ଯାଉଥିବା ବେଳେ କଣ୍ଟାବଣିଆ ଛକ ନିକଟରେ ଗୋଟିଏ ଆଇରନ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ ଡାହାଣ ପାଦ ଚଢ଼ି ଯାଇଥିଲା। ଫଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍