Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମହିଳାଙ୍କ ପାଇଁ ଭୁବନେଶ୍ୱର ସୁରକ୍ଷିତ ରିପୋର୍ଟ ପ୍ରସଙ୍ଗରେ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ

Bhubaneswar M Corp, Khordha | Aug 30, 2025
ଦେଶର ପ୍ରମୁଖ ମେଟ୍ରୋ ସହର ଅପେକ୍ଷା ଓଡିଶା ରାଜଧାନୀ ଭୁବନେଶ୍ୱର ମହିଳାଙ୍କ ପାଇଁ ସୁରକ୍ଷିତ । ଏନେଇ ରିପୋର୍ଟ ପ୍ରଦାନ କରିଛି ମହିଳା ସୁଚକାଙ୍କ ନାରୀ - ୨୦୨୫ । ଦିଲ୍ଲୀ ଓ କଲକାତା ସମେତ ୭ଟି ସହର ମହିଳାଙ୍କ ପାଇଁ ସୁରକ୍ଷିତ ନ ଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ, ଇଟ୍ଟାନଗର ଏବଂ ମୁମ୍ବାଇ ମଧ୍ୟ ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ତାଲିକାରେ ରହିଛି।
Read More News
T & CPrivacy PolicyContact Us