Download Now Banner

This browser does not support the video element.

କେନ୍ଦ୍ରାପଡା: ଆଳି ବଉଳଯୋଡି ଗାଁର ବିଜେପି ବୋଥ ସଭାପତିଙ୍କ ମାଙ୍କର ଏକାଦଶାହ ରେ ଯୋଗଦେଲେ ଜିଲ୍ଲା ବିଜେପି ଉପ ସଭାପତି

Kendrapara, Kendrapara | Apr 28, 2025
ଆଜି ସକାଳ ୯ଟା ସମୟରେ ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତ ବଉଳଯୋଡି ଗ୍ରାମର ବିଜେପି ବୋଥ ସଭାପତି ମାଙ୍କ ଏକାଦଶାହରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା
Read More News
T & CPrivacy PolicyContact Us