This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ବୈଠକ
Titlagarh, Balangir | Sep 12, 2025
ଟିଟିଲାଗଡ଼ - ଆଗକୁ ଆସୁଛି ମା ଜଗତ ଜନନି ମା ଦୂର୍ଗାଙ୍କ ପୁଜା। ଟିଟିଲାଗଡ଼ ସହରରେ ହେବାକୁ ଥିବା ମା ଶାରଦୀୟ ଦୁର୍ଗାପୂଜାକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ସମସ୍ତ ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପାର୍ବଣ ସମୟରେ ବିଦ୍ୟୁତ ସମସ୍ୟା, ଟ୍ରାଫିକ ସମସ୍ୟା, ପୂଜା କମିଟି ମାନଙ୍କରେ ହେବାକୁ ଥିବା ପୂଜାବିଧି, ସାଂସ୍କୃତିକ କାର୍ଯ୍ୟକ୍ରମ, ବିସର୍ଜନ ତଥା ରାବଣ ଦହନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା l ପୂଜା ସମ