Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଏସପିଙ୍କୁ ସମ୍ବର୍ଦ୍ଧିତ କଲେ ମୁସଲିମ କମିଟି ର ପ୍ରତିନିଧି ଦଳ

Sambalpur M, Sambalpur | Sep 8, 2025
ସମ୍ବଲପୁର ଏସପିଙ୍କୁ ସମ୍ବର୍ଦ୍ଧିତ କଲେ ମୁସଲିମ କମିଟି ର ପ୍ରତିନିଧି ଦଳ l ଆଜି ରାତି ପ୍ରାୟ 7 ଟା ସମୟରେ ସମ୍ବଲପୁର ସହରରେ ପାଳିତ ହୋଇଥିବା ପ୍ରଫେଟ ମୋହମ୍ମଦ ଜୟନ୍ତୀ ସଫଳତାର ସହ ପାଳିତ ହୋଇଥିବା ଯୋଗୁଁ ଆଜି ମୁସଲିମ କମିଟି ର ପ୍ରତିନିଧି ଦଳ ଏଏସପିଙ୍କୁ ସାକ୍ଷାତ କରିଥିଲେ l ଚଳିତ ବର୍ଷ ମହମ୍ମଦ ଜୟନ୍ତୀ ସମୟରେ କୌଣସି ପ୍ରକାର ଗଣ୍ଡଗଳ ହେବାକୁ ଦେଇନଥିଲା ସମ୍ବଲପୁର ପୋଲିସ, ଏଥିପାଈଁ ଆଜି ଏହି ପ୍ରତିନିଧି ଦଳ ସମ୍ବଲପୁର ଏସପଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧିତ କରିଥିଲେ l
Read More News
T & CPrivacy PolicyContact Us