Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଓସ୍ୱାନ ହଲ ଠାରେ ରେଙ୍ଗାଲି ବିଧାୟକଙ୍କ ଏକ ରିଭିୟୁ ବୈଠକ ଅନୁଷ୍ଠିତ

Sambalpur M, Sambalpur | Aug 22, 2025
ଆଜି ମହାନଗର ନିଗମ ଓସ୍ୱାନ ହଲ ଠାରେ ରେଙ୍ଗାଲି ବିଧାୟକ ଏକ ରିଭିୟୁ ବୈଠକ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ମହାନଗର ନିଗମ ଗଠନ ହେବାପରେ ରେଙ୍ଗାଲି ଓ ମାନେଶ୍ଵର ଅଞ୍ଚଳର କିଛି ପଞ୍ଚାୟତ ମହାନଗର ନିଗମ ରେ ସାମିଲ ହୋଇଥିଲା l ହେଲେ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳବାସୀ ମହାନଗର ନିଗମ ରେ ରହି ମଧ୍ୟ ମୌଳିକ ସୁବିଧା ପାଇ ପାରୁନାହାନ୍ତି l ଯାହାକୁ ନେଇ ଆଜି ବିଧାୟକ ଦିନ 11 ଟା ସମୟରେ ମହାନଗର ନିଗମ କମିଶନର ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ବୈଠକ କରିଥିଲେ l
Read More News
T & CPrivacy PolicyContact Us