This browser does not support the video element.
ଲାଞ୍ଜିଗଡ: ଚାଚା ଗାଁ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ.
Lanjigarh, Kalahandi | Sep 7, 2025
ଲାଞ୍ଜିଗଡ଼ ବ୍ଲକ ବିଜେପୁର କ୍ଲଷ୍ଟର ଚାଚା ଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଲୟ ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଜେପୁର କ୍ଲଷ୍ଟର ସିଆରସିସି ଶିବରାମ ପ୍ରଦାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଲାଞ୍ଜିଗଡ଼ ଏବିଇଓ ଭରତ ଭୂଷଣ ସାହୁ ଯୋଗଦେଇ ଉପସ୍ଥିତ ବିଜେପୁର କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମାଁ କେ ନାମ ପେ ଏକ ପେଡ଼ ଓ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ତଥା ନିପୁଣ ସପ୍ତାହ, ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ସଚେତନ ରହିବାକୁ ପରାମର୍ଶ ଦେଉଥିଲେ।