Install App
mikipatro.7381497391
This browser does not support the video element.
ଝରିଗାଁ: ପୂଜାରୀଗୁଡା ଠାରେ ସମ୍ପୂର୍ଣ ଅଭିଯାନକୁ ସଫଳ କରିବା ପାଇଁ ବୈଠକ ଏଵଂ ଶପତପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharigan, Nabarangpur | Jul 6, 2024
ପୂଜାରୀଗୁଡା ଠାରେ ସମ୍ପୂର୍ଣ ଅଭିଯାନକୁ ସଫଳ କରିବା ପାଇଁ ବୃନ୍ଧବତୀ ଏସଏସଜି ଗ୍ରୁପର ଏକ ବୈଠକ ଅନୁଷ୍ଠିତ ହେଲା। ସରକାରଙ୍କ ଏହି କାର୍ଯ୍ୟକ୍ରମ କୁ ସାଫଳ କରିବା ପାଇଁ ମିଶନଶକ୍ତି ର ସିଆରପି ଦିଦି, ଆଶା, ଅଙ୍ଗନବାଡି ସମେତ ଗ୍ରୁପର ସଦର୍ଶ ମାନେ ଶପଥ ନେଇଥିଲେ। ଏହି ସମୟରେ ଗ୍ରାମର ୱାର୍ଡ ମେମ୍ବର ସହ ସ୍ଥାନୀୟ ଲୋକ ମାନେ ମଧ୍ୟ ଉପସ୍ଥିତି ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!